Lyrics

ଦେଖ କିଏସେ ଆସିଛି ସାରା ଜଗତ ହସୁଛି ଶଙ୍ଖ କାହାଳୀ ବାଜୁଛି ମାଆ ଓହ୍ଲେଇ ଆସିଛି ମାଆ ଓହ୍ଲେଇ ଆସିଛି ଖୁସିରେ, ଖୁସିରେ ଆଜି ମନ ନାଚୁଛି, ନାଚୁଛି ଖୁସିରେ ଆଜି ମନ ନାଚୁଛି ଦେଖ କିଏସେ ଆସିଛି ସାରା ଜଗତ ହସୁଛି ସାରା ଜଗତ ହସୁଛି ଖୁସିରେ, ଖୁସିରେ ଆଜି ମନ ନାଚୁଛି, ନାଚୁଛି ଖୁସିରେ ଆଜି ମନ ନାଚୁଛି ମାଟିମୂର୍ତ୍ତି ମାଆ ତୁ ପ୍ରାଣଶକ୍ତି ମାଆ ତୁ ମାଟିମୂର୍ତ୍ତି ମାଆ ତୁ ପ୍ରାଣଶକ୍ତି ମାଆ ତୁ ଜୀବନର ଆଧାର ମାଆ ଜଗତ ଜନନୀ ତୁ ଜୀବନର ଆଧାର ମାଆ ଜଗତ ଜନନୀ ତୁ ପୂଜା, ଅର୍ଚ୍ଚନା ଚାଲିଛି ଧୂପ, କର୍ପୁର ବାସୁଛି ସ୍ନେହ ପଣତ କାନି ରେ ମାଆ କୋଳେଇ ନଉଛି ମାଆ କୋଳେଇ ନଉଛି ଖୁସିରେ, ଖୁସିରେ ଆଜି ମନ ନାଚୁଛି, ନାଚୁଛି ଖୁସିରେ ଆଜି ମନ ନାଚୁଛି ଦଶଭୁଜ ମାଆ ତୁ ଶକ୍ତିମୟୀ ମାଆ ତୁ ଦଶଭୁଜ ମାଆ ତୁ ଶକ୍ତିମୟୀ ମାଆ ତୁ ବିଜୟ ର ପ୍ରତୀକ ମାଆ ବିପଦ-ନାସିନି ତୁ ବିଜୟ ର ପ୍ରତୀକ ମାଆ ବିପଦ-ନାସିନି ତୁ ମାଆ ଡ଼ାକରା ଆସିଛି ଭକ୍ତି ସୁଅ ବି ଛୁଟୁଛି ଘଣ୍ଟ, ମାଦଳ ଶୁଭୁଛି ମାଆ ମର୍ତ୍ତ କୁ ଫେରିଛି ମାଆ ମର୍ତ୍ତ କୁ ଫେରିଛି ଖୁସିରେ, ଖୁସିରେ ଆଜି ମନ ନାଚୁଛି, ନାଚୁଛି ଖୁସିରେ ଆଜି ମନ ନାଚୁଛି ଦେଖ କିଏସେ ଆସିଛି ସାରା ଜଗତ ହସୁଛି ଶଙ୍ଖ, କାହାଳୀ ବାଜୁଛି ମାଆ ଓହ୍ଲେଇ ଆସିଛି ମାଆ ଓହ୍ଲେଇ ଆସିଛି ଖୁସିରେ, ଖୁସିରେ ଆଜି ମନ ନାଚୁଛି, ନାଚୁଛି ଖୁସିରେ ଆଜି ମନ ନାଚୁଛି ଖୁସିରେ ଆଜି ମନ ନାଚୁଛି, ନାଚୁଛି ଖୁସିରେ ଆଜି ମନ ନାଚୁଛି
Writer(s): Shiv Lyrics powered by www.musixmatch.com
Get up to 2 months free of Apple Music
instagramSharePathic_arrow_out