Music Video

To Premare Pagala Mu
Watch {trackName} music video by {artistName}

Credits

PERFORMING ARTISTS
Humane Sagar
Humane Sagar
Performer
COMPOSITION & LYRICS
Prem Anand
Prem Anand
Composer
Basantraj Samal
Basantraj Samal
Songwriter

Lyrics

ତୋ ପ୍ରେମରେ ପାଗଳ ମୁଁ ଆଜି, ଆଜି ତୋ ପ୍ରେମରେ दीवाना ମୁଁ ଆଜି, ଆଜି ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି ତୁ ହଁ କର୍ କି ନା କର୍, ତୋରି मर्ज़ी ତୋ ପ୍ରେମରେ ପାଗଳ ମୁଁ ଆଜି, ଆଜି ତୋ ପ୍ରେମରେ दीवाना ମୁଁ ଆଜି, ଆଜି ଏ ଛାତିରୁ ସବୁ ଲିଭେଇ ଦେଇ ମୁଁ ଲେଖିଛି ତୋରି ନାଁ ତତେ ଆଉ କିଏ ଚାହିଁଦେଲେ ଥରେ ସେ ଛାତିରେ ଲାଗେ ନିଆଁ ଏ ଛାତିରୁ ସବୁ ଲିଭେଇ ଦେଇ ମୁଁ ଲେଖିଛି ତୋରି ନାଁ ତତେ ଆଉ କିଏ ଚାହିଁଦେଲେ ଥରେ ସେ ଛାତିରେ ଲାଗେ ନିଆଁ ତୋ ପ୍ରେମରେ ଜଳୁଛି ମୁଁ ଆଜି, ଆଜି ତୋ ପ୍ରେମରେ ମରୁଛି ମୁଁ ଆଜି, ଆଜି ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି ତୁ ହଁ କର୍ କି ନା କର୍, ତୋରି मर्ज़ी ତୋ ପ୍ରେମରେ ପାଗଳ ମୁଁ ଆଜି, ଆଜି ତୋ ପ୍ରେମରେ दीवाना ମୁଁ ଆଜି, ଆଜି ଏ ଆଖିରୁ ସବୁ ସପନ ଲିଭେଇ ଦେଖୁଛି ତୋରି ସ୍ଵପ୍ନ ସେ ସ୍ବପ୍ନ ଯେବେ ଅଧା ରହିଯାଏ ନିଆଁ ତ ଲଗାଏ ଜହ୍ନ ଏ ଆଖିରୁ ସବୁ ସପନ ଲିଭେଇ ଦେଖୁଛି ତୋରି ସ୍ଵପ୍ନ ସେ ସ୍ବପ୍ନ ଯେବେ ଅଧା ରହିଯାଏ ନିଆଁ ତ ଲଗାଏ ଜହ୍ନ ତୋ ପ୍ରେମରେ ଖେଳୁଛି ମୁଁ ଆଜି, ଆଜି ତୋ ପ୍ରେମରେ ହାରୁଛି ମୁଁ ଆଜି, ଆଜି ତୋ ପ୍ରେମରେ ମୁଁ ନିଜକୁ ରଖିଛି ବାଜି ତୁ ହଁ କର୍ କି ନା କର୍, ତୋରି मर्ज़ी ତୋ ପ୍ରେମରେ ପାଗଳ ମୁଁ ଆଜି, ଆଜି ତୋ ପ୍ରେମରେ दीवाना ମୁଁ ଆଜି, ଆଜି
Lyrics powered by www.musixmatch.com
instagramSharePathic_arrow_out