Credits

PERFORMING ARTISTS
Madhav Das
Madhav Das
Performer
COMPOSITION & LYRICS
Prem Anand
Prem Anand
Composer
Arun Mantri
Arun Mantri
Songwriter

Lyrics

ତୁ ମୋ ହୃଦୟର ଭାଷା ତୁ ମୋ ମନର ଭରସା ତୁ ମୋ ପ୍ରେମ ପରିଭାଷା ସାଥିରେ ତୁ ଏ ଅନ୍ଧାର ରେ दिशा ତୁ ମୋ ଜିଇଁବାର ଆଶା ତୁ ମୋ ପ୍ରେମ ପରିଭାଷା ସାଥିରେ ବଦଳି ଗଲାଣି ଜୀବନ ଯେବେଠୁ ପ୍ରେମର ପବନ ଛୁଇଁଲା ଆଖିର ସପନ ସାଥିରେ ପରିଚୟ ତୁ ମୋ ପରିଚୟ ପରିଚୟ ତୁ ମୋ ପରିଚୟ ଯେବେ ମୁଁ ଭାବିଛି ତୋତେ ରେ କେମିତି ଜିଇଁଛୁ ସାଥିରେ ଭିଜିଛି ଏ ଦୁଇ ଆଖିରେ ସେ ପାଇଁ ଝୁରୁଛି ତୋତେ ରେ ମୁଁ ତୋ ପାଇଁ ଜିଇଁଛି ମୁଁ ତୋ ପାଇଁ ଝୁରୁଛି ମୁଁ ତୋ କଥା ଭାବୁଛି ସାଥିରେ (ହୁଁ-ହୁଁ-ହୁଁ)
Lyrics powered by www.musixmatch.com
Get up to 2 months free of Apple Music
instagramSharePathic_arrow_out